Below header
Browsing Tag

milk shake

ଖରା ଗରମରୁ ଆରାମ ପାଇବା ପାଇଁ ପିଅନ୍ତୁ ଚକୋଲେଟ ବାନାନା ମିଲ୍କସେକ୍‌

ଯଦି ଆପଣଙ୍କୁ ଗରମରେ କିଛି ଥଣ୍ଡା ପିଇବାକୁ ଇଚ୍ଛା ହେଉଛି, ତେବେ ଆପଣ ଚକୋଲେଟ ବାନାନା ମିଲ୍କସେକ ବନାଇ ତାର ମଜା ନେଇପାରିବେ। ଏହାକୁ ଘରେ ପ୍ରସ୍ତୁତ କରିବା ବହୁତ ସହଜ। ବହୁତ କମ୍ ସମୟରେ ଏହି ସମର କୋଲ୍ଡ ଡ୍ରିଙ୍କକୁ ଆପଣ ପିଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…

ଘରେ ବନାଇ ଖାଆନ୍ତୁ ସ୍ୱାଦିଷ୍ଟ ‘ମିଲ୍କ କେକ’

ଅନେକ ଲୋକଙ୍କୁ ଲାଗିଥାଏ ଯେ ମିଲ୍କ କେକ ବନାଇବା ବୋଧହୁଏ ବହୁତ କଷ୍ଟ। କିନ୍ତୁ ଆମେ କହୁଛୁ ଏହାକୁ ବନାଇବା ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ୨ ଲିଟର କ୍ଷୀର ଦୁଇ ଚିମୁଟା ଫିଟକାରୀ, ପେଶା ହୋଇଥିବା ୨ କପ୍‌ ଚିନି ଦୁଇ…