Below header
Browsing Tag

mini pertrol pump

ଆଦିବାସୀ ଯୁବକଙ୍କ ସ୍ୱୟଂଚାଳିତ ମିନି ପେଟ୍ରୋଲ ପମ୍ପ : ଯେତିକି ଟଙ୍କା ପୂରାଇବ ସେତିକି ମିଳିବ ପେଟ୍ରୋଲ

କଥାଟା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ। କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ବ୍ରାହ୍ମଣୀପାଳର କାହ୍ନୁଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ର ହେମ୍ବ୍ରମ୍ । ଉଦ୍ଭାବନ କରିଛନ୍ତି ସ୍ୱୟଂଚାଳିତ ମିନି ପେଟ୍ରୋଲ ପମ୍ପ । ଏଭଳି ଯନ୍ତ୍ର ଉଦ୍ଭାବନ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ…