Below header
Browsing Tag

misbehave case

ଛେଳିକୁ ଦୁଷ୍କର୍ମ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ମହିଳା

ମଣିଷ ତ ମଣିଷ ପଶୁଙ୍କୁ ବି ଛାଡ଼ୁ ନାହାନ୍ତି । ଶରୀରର ଭୋକ ଏତେ ବଢ଼ି ଯାଉଛି ଯେ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ଆଉ ସୁଯୋଗ ପାଇଲେ ପଶୁଙ୍କୁ ବି ମାଡ଼ି ବସନ୍ତି କିଛି ମଣିଷ ରୂପୀ ରାକ୍ଷସ । ନିଜ ଶରୀରର ଭୋକକୁ ମେଣ୍ଟାଇବା ପାଇଁ ଅତି ନିମ୍ନସ୍ଥରକୁ ଚାଲି ଯାଉଛି ଏ ରାକ୍ଷସ । ପାଶବିକ…

ସିିଡିଏର ଏକ ପାର୍ଲର୍‌ ଭିତରେ ନାବାଳକ କର୍ମଚାରୀଙ୍କୁ ଯୌନ ଶୋଷଣ! ଭାଇରାଲ୍ ହେଉଛି ଭିଡିଓ

କଟକ: ସିିଡିଏର ଏକ ପାର୍ଲର‌୍‌ ଭିତରେ ନାବାଳକ କର୍ମଚାରୀଙ୍କୁ ଯୌନ ଶୋଷଣ। ନିଜକୁ ଆଇନଜୀବୀ ପରିଚୟ ଦେଉଥିବା ଜଣେ ଗ୍ରାହକ ପାର୍ଲର କର୍ମଚାରୀଙ୍କ ସହିତ ଏଭଳି କାଣ୍ତ ଘଟାଇବା ଘଟଣାର ଭିିଡିଓ ଭାଇରାଲ୍‌ ହୋଇଛି। ଘଟଣା ସ˚କ୍ରାନ୍ତରେ ଗତରାତିରେ ପୀଡ଼ିତଙ୍କ ପକ୍ଷରୁ ମର୍କତନଗର ଥାନାରେ ଲିଖିତ…

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲା, ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲା ଦୌରା ଜଜ୍

ଯାଜପୁର ଟାଉନ (କେନ୍ୟୁଜ୍) : ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲା ଦୌରା ଜଜ୍ । ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳରେ ଗତ ୨୦୧୭ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।…