Below header
Browsing Tag

miscreants loot jewelry

ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲେ, ମୌକା ଦେଖି ଲୁଟିନେଲେ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବିବାହ ମଣ୍ଡପରୁ ଲୁଟ୍‌। ବରଯାତ୍ରୀ ବେଶରେ ଆସିଲେ, ଭୋଜି ଖାଇଲେ, ମୌକା ଦେଖି ଲୁଟିଲେ। ସିସିଟିଭିରେ କଏଦ ହୋଇଛି ଲୁଟ୍‌ LIVEର ଦୃଶ୍ୟ। କେସୁରା ଛକ ପଲବୀ ମଣ୍ଡପରେ ଚାଲିଥିଲା ବାହାଘର। ଜଣେ ନାବାଳକ ଓ ଜଣେ ବୟସ୍କ ବ୍ୟକ୍ତି ବରଯାତ୍ରୀ ହୋଇ…