Browsing Tag

miscreants stole gold jewellery

ବନ୍ଧୁକ ଦେଖାଇ ସର୍ବସ୍ୱ ଲୁଟ, ଦେଢ଼ଶହ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ

ଯାଜପୁର: ବନ୍ଧୁକ ଦେଖାଇ ସୁନାଗହଣା ଲୁଟ୍ ହୋଇଛି । ଯାଜପୁର ଧର୍ମଶାଳା ଥାନା ରାଉତରାପୁର ନିକଟରୁ ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ । ଗତକାଲି ରାତିରେ ସୁନା ବ୍ୟବସାୟୀ ଉପେନ୍ଦ୍ର ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବନ୍ଧୁକ ଦେଖାଇ ଅଟକାଇଥିଲେ ୫ରୁ ୬ ଜଣ ଦୁର୍ବୃତ୍ତ ।…

ବାଇକ୍‌ ଡିକି ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର, ମୁଣ୍ଡରେ ହାତ ଦେଲେ ଦୋକାନୀ

ଆନନ୍ଦପୁର : କେମିତି ହତାଶ ଏ ବ୍ୟକ୍ତି ଜଣଙ୍କ । କହୁ କହୁ କାନ୍ଦି ପକାଉଛନ୍ତି । ସଙ୍ଗେ ସଙ୍ଗେ ବାଇକ ରଖି ପାଣି ଆଣିବାକୁ ଗଲେ ଯେ ଆସି ଦେଖିଲାବେଳକୁ ବାଇକରେ ନାହିଁ ସୁନା ରୂପା ଟଙ୍କା ଥିବା ବ୍ୟାଗ୍‌ । ବାଇକ୍‌ ଡିକି ଭାଙ୍ଗି ଆଖି ପିଛୁଳାକେ ଲୁଟ୍‌ । ଛେନାପଦିଛକ ଜୟନ୍ତୀ ଜୁଏଲରୀ ଦୋକାନ…

ସୁନା ଦୋକାନରୁ ଗରାଖ ହୋଇ ଲୁଟିନେଲେ ଅଳଙ୍କାର, ସିସିଟିଭିରେ କଏଦ୍ ହେଲା ଭିଜୁଆଲ୍

ଯାଜପୁର (କେନ୍ୟୁଜ) : ଦିନ ଦ୍ଵିପ୍ରହରରେ ସୁନା ଦୋକାନରୁ ଚୋରି। ସିସିଟିଭିରେ କଏଦ ହେଲା ଦୃଶ୍ୟ। ଘଟଣାପରେ ଥାନାରେ ଏତଲା ଦେଲେ ସମ୍ପୃକ୍ତ ସୁନା ଦୋକାନୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଓଳାଶୁଣୀ ନାମକ ସୁନା ଦୋକାନରେ। ସୂଚନା ମୁତାବକ, ଦିନ ଦ୍ୱିପ୍ରହରରେ ଦୁଇ…