ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ, ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ,ବିଧାୟକ ଓ ଷ୍ଟାଫଙ୍କର…
ଭୁବନେଶ୍ବର: ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟ । ମନ୍ତ୍ରୀ, ବିଧାୟକ ଓ ଷ୍ଟାଫଙ୍କର ଆରଟି-ପିସିଆର ପରୀକ୍ଷା କରାଯାଉଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଟେଷ୍ଟ କରାଯାଇଛି। ବିଧାନସଭା ପରିସରରେ ନମୁନା ସଂଗ୍ରହ ନେଇ…