Below header
Browsing Tag

mla uma samantaray apologize

କୋଭିଡ଼ ନିୟମ ଉଲଂଘନ କରିଥିବାରୁ କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ

ଭୁବନେଶ୍ବର: କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ। ଏକ ଭିଡ଼ିଓ ଜରିଆରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରୀୟାରେ ସେ ସାମିଲ ହୋଇଥିଲେ ।  କୋଭିଡ଼ ପଜିଟିଭ ଥିବା ବେଳେ ସେ ସ୍ୱର୍ଗଦ୍ୱାରରେ ପହଁଚିଥିଲେ । ସେ କହିଛନ୍ତି…