Browsing Tag

mobile seized

୩୪୦ ଚୋରି ମୋବାଇଲ ଜବତ, ୪ ଲୁଟେରା ଗିରଫ

ବ୍ରହ୍ମପୁର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାର ର 4 ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କୌଣସି ସୂତ୍ରରୁ ଖବର ପାଇ ବଡ଼ ବଜ଼ାର ଥାନା ଶୁକ୍ରବାର…

ବ୍ରହ୍ମପୁର କଲେଜ ରାଗିଂ ଘଟଣା: ଜବତ ହେଲା ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ

ବ୍ରହ୍ମପୁର (କେନ୍ୟୁଜ): ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣା । ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ ହୋଇଛି । ଭିଡିଓ କିଏ ଉଠାଇଥିଲା ଓ କିଏ ଭାଇରଲ କରିଥିଲା ସେ ନେଇ ଆରମ୍ଭ ହୋଇଛି ତଦନ୍ତ । ସମସ୍ତ ମୋବାଇଲ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି ।…

ଭୁବନେଶ୍ବର: ଚୋରି ହୋଇଥିବା ୪୦ ମୋବାଇଲ ଜବତ କଲା ସହିଦନଗର ପୋଲିସ, ଫେରାଇଲା ମାଲିକଙ୍କୁ

କେନ୍ୟୁଜ୍(ବ୍ୟୁରୋ):  ଚୋରି ହୋଇଥିବା ମୋବାଇଲ ଜବତ କରି ମାଲିକଙ୍କୁ ଫେରାଇଲା ସହିଦନଗର ପୋଲିସ । ୪୦ଟି ଚୋରି ମୋବାଇଲ ଜବତ ହୋଇଥିବା ବେଳେ ୨୫ ଜଣ ମୋବାଇଲ ମାଲିକଙ୍କ ପରିଚୟ ମିଳିଛି । ଆଜି ସେମାନଙ୍କୁ ଡାକି ମୋବାଇଲ ଫେରସ୍ତ କରିଛି ସହିଦନଗର ଥାନା ପୋଲିସ । ୧୫ ଦିନ ମଧ୍ୟରେ ସହିଦ…