Browsing Tag

modi’s range rover

ପିଏମ ମୋଦିଙ୍କର ନୂଆ ରେଞ୍ଜ ରୋଭର, ଗାଡିର ଖାସିୟତ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ପିଏମ ପରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ପୂରା ଦୁନିଆରେ ରହିଛି। ପିଏମ୍ ମୋଦି ସବୁବେଳେ ଟ୍ରେଣ୍ଡରେ ରହିଥାନ୍ତି। କିନ୍ତୁ ଏହି ଦିନରେ ଏମାନଙ୍କର ଲଗଜୁରୀ ଏବଂ…