Browsing Tag

mother arrested

ସ୍ୱାମୀକୁ ଫସାଇବା ପାଇଁ ଝିଅକୁ ହତ୍ୟା କଲା ମା’, ନିଜ ନାଁରେ ଫ୍ଲାଟ୍‌ କରିବାକୁ ରଚିଥିଲା ସାଂଘାତିକ ଯୋଜନା

ସମ୍ପତ୍ତି ପାଇଁ ନିଜ ହାତରେ ହିଁ ନିଜ ଛୁଆକୁ ମାରି ଦେଲା ମା’। ସ୍ୱାମୀ ଠାରୁ ସମ୍ପତ୍ତି ପାଇବା ଆଶାରେ ଜଣେ ମା’ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି। ଛୁଆକୁ ମାରି ସେ ସବୁ ଦୋଷ ସ୍ୱାମୀ ମୁଣ୍ଡରେ ଲଦିବାକୁ ଯୋଜନା କରୁଥିଲା। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲା। ଧରାପଡ଼ିବା ପରେ ମହିଳା ଜଣକ ନିଜ ଦୋଷ…