Below header
Browsing Tag

mother killed by son

ସ୍ୱାମୀ-ସ୍ତ୍ରୀ ଝଗଡାର କରୁଣ ପରିଣତି: ନିଜ ଛୁଆକୁ ମାରି କେନାଲରେ ଫିଙ୍ଗିଦେଲା ମା’

ମୟୁରଭଞ୍ଜ (କେନ୍ୟୁଜ): କ୍ରୋଧର କରୁଣ ପରିଣତି। ପିଶାଚ ସାଜିଲା ମା। ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମ କଲା ମା। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର…

ମୟୁରଭଞ୍ଜ : ନରାଧମ ପୁଅ, ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ

ବାରିପଦା (କେ ନ୍ୟୁଜ୍‌) : ପୁଅ ଏମିତି ରାଗିଲେ ଯେ ଠେଙ୍ଗାରେ ପିଟି ପିଟି ନିଜ ଜନ୍ମ କଲା ମା’କୁ ମାରିଦେଲେ । ଏଭଳି ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ବାଙ୍ଗିରିପୋଷିରେ । ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ଠାରୁ ସୂଚନା ମିଳିଛି । ଅଭିଯୁକ୍ତ ଦୁଇ ପୁଅ ରାଜୁ ସିଂହ ଓ ରବି…