Below header

ମୟୁରଭଞ୍ଜ : ନରାଧମ ପୁଅ, ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ

ବାରିପଦା (କେ ନ୍ୟୁଜ୍‌) : ପୁଅ ଏମିତି ରାଗିଲେ ଯେ ଠେଙ୍ଗାରେ ପିଟି ପିଟି ନିଜ ଜନ୍ମ କଲା ମା’କୁ ମାରିଦେଲେ । ଏଭଳି ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ବାଙ୍ଗିରିପୋଷିରେ । ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ଠାରୁ ସୂଚନା ମିଳିଛି । ଅଭିଯୁକ୍ତ ଦୁଇ ପୁଅ ରାଜୁ ସିଂହ ଓ ରବି ସିଂହଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.