Browsing Tag

mother saves her son

ନିଜ ଜୀବନକୁ ବାଜିରେ ଲଗାଇ କୁମ୍ଭୀର ମୁହଁରୁ ଛୁଆକୁ ଛଡ଼ାଇ ଆଣିଲା ମା’

ମା'କୁ ଭଗବାନ ବୋଲି କୁହାଯାଏ। ପିଲା ଜନ୍ମ ହେବାର ୧୦ ମାସ ପୂର୍ବରୁ ମା' ତାକୁ ଗର୍ଭରେ ଧରିଥାଏ। ଛୁଆ ଉପରକୁ ଯେତେବେଳେ କିଛି ବିପଦ ଆସେ ମା'ହିଁ ଜଣେ ଯିଏ ନିଜ ଜୀବନକୁ ବାଜି ଲଗାଇ ଛୁଆକୁ ସୁରକ୍ଷିତ ରଖିଥାଏ। ଏଣୁ ଦୁନିଆରେ ଯେତେ ସମ୍ପର୍କ ଅଛି ମା ଓ ପିଲାର ସମ୍ପର୍କକୁ ସବୁଠାରୁ ମଜଭୁତ…