Below header
Browsing Tag

Mumbai Wockhardt Hospital seal

ଦିଲ୍ଲୀ ପରେ ମୁମ୍ବାଇରେ ସିଲ୍‍ ହେଲା ଆଉ ଏକ ହସ୍‍ପିଟାଲ, ଡାକ୍ତରଙ୍କ ସମେତ ୫୪ ନର୍ସିଂ ଷ୍ଟାପ୍‍ କରୋନାରେ ସଂକ୍ରମିତ

ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ଏଥିପାଇଁ ସରକାର ଦେଶକୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକ୍‍ଡାଉନ କରିଛନ୍ତି । କିନ୍ତୁ ଭାରତରେ ଏହି ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ମୁମ୍ବାଇ । କରୋନା କବଳରୁ ଏବେ ସ୍ୱାସ୍ଥ୍ୟକର୍ମୀ, ହସପିଟାଲ କର୍ମଚାରୀ ମଧ୍ୟ ନିଜକୁ ରକ୍ଷା…