Below header
Browsing Tag

murde

ମୋହନା: ମାନସିକ ବିକାରଗ୍ରସ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ହାଣି ନିଜେ କଲା ଆତ୍ମହତ୍ୟା

ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର ଏକଲବ୍ୟ ମଡେଲ ସ୍କୁଲ ନିକଟସ୍ଥ ଚନ୍ଦନପୁର ହରିଜନ ବସ୍ତିରେ ସ୍ୱାମୀ ସ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ । ମୃତକମାନେ ହେଲେ ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ ଓ ତାଙ୍କ ସ୍ତ୍ରୀ ସଯୁମିତ୍ର ଉଠାଣସିଂ । ନିଜ ଘରେ ସ୍ତ୍ରୀର ଶବ ପଡିଥିବା ବେଳେ ସ୍ୱାମୀର ଶବ…