Below header
Browsing Tag

murder in anugul

ନାବାଳକକୁ ବଳି ପାଇଁ ହତ୍ୟା ଅଭିଯୋଗରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ହାତ ଗୋଡ଼ କଟାଯାଇନି

ଅନୁଗୋଳ ଜିଲ୍ଲା କିଆକଟାରେ ନାବାଳକକୁ ବଳି ପାଇଁ ହତ୍ୟା ଅଭିଯୋଗରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ଉଲ୍ଲେଖ ରହିଛି, ମୃତ ସଞ୍ଜିତ ବିଶ୍ୱାଳଙ୍କ ହାତ ଗୋଡ଼ କଟାଯାଇନି । ଗଳିତ ଥିବାରୁ ଛିଣ୍ଡି ପଡ଼ିଥିଲା ଅଙ୍ଗ । ବେକରେ ଗୋଟିଏ କ୍ଷତ ଚିହ୍ନ ରହିଛି । ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିନି…

ପୂଜା କରୁଥିବା ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବୀଭତ୍ସ ହତ୍ୟା

ଅନୁଗୋଳ(କେ ନ୍ୟୁଜ): ଘର ବାହାରେ ପୂଜା କରୂଥିବା ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବୀଭତ୍ସ ହତ୍ୟା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ଥାନା ଅଞ୍ଚଳରେ । ୨୭ ନମ୍ବର ଜୋନରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବିରାମ ସାହୁଙ୍କୁ ହତ୍ୟା କଲେ…