Browsing Tag

Murli Kamat

ଦୀର୍ଘ ୮ ମାସ ରହିବା ପରେ ୨୫ ଲକ୍ଷର ବିଲ୍ ଦେଖି ହୋଟେଲରୁ ଚମ୍ପଟ ମାରିଲେ ବାପ-ପୁଅ, ଥାନାରେ ମାମଲା

ମହାରାଷ୍ଟ୍ର ନଭି ମୁମ୍ବାଇରେ ଖାରଗାର ଅଞ୍ଚଳରେ ଥିବା ଏକ ଥ୍ରୀ ଷ୍ଟାର ହୋଟେଲରେ ଦୀର୍ଘ ୮ ମାସ ରହିବା ପରେ ବିଲ୍ ନ ଦେଇ ଚମ୍ପଟ ମାରିଛନ୍ତି ବାପ-ପୁଅ। ୨୫ ଲକ୍ଷର ବିଲ୍ ଦେଖି ବାଥରୁମ ଝରକା ଦେଇ ଦୁହେଁ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ମୂରଲୀ କାମତ ନାମକ ଜଣେ ବ୍ଯକ୍ତି ମୁମ୍ବାଇ…