ଅଲ୍ଲୀ- ଜସ୍ମିନଙ୍କ ନୂଆ ଗୀତ ‘ତେରା ସୁଟ୍’ ରିଲିଜ ହେବା ମାତ୍ରେ କରୁଛି ଧମାଲ୍, ମାତ୍ର ୭ ଘଣ୍ଟାରେ ହେଲା ୩ ମିଲିଅନ…
‘ବିଗ୍ ବସ୍ ୧୪’ର ଚର୍ଚ୍ଚିତ ଯୋଡି ଅଲ୍ଲୀ ଗୋନୀ ଏବଂ ଜସ୍ମିନ ଭାସିନଙ୍କ ନୂଆ ଗୀତ ‘ତେରା ସୁଟ୍’ ରିଲିଜ ହୋଇସାରିଛି। ଫ୍ଯାନ ଅନେକ ଦିନରୁ ଏହି ଦୁହିଁଙ୍କୁ ପୁଣିଥରେ ଏକାଠି ଦେଖିବାକୁ ଚାହୁଁଥିଲେ। ଗୀତଟି ରିଲିଜ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଛି। ଟୋନି କକ୍କରଙ୍କ ସହିତ…