Below header
Browsing Tag

narasimha jayanti 2020

ଆଜି ଶ୍ରୀନୃସିଂହ ଚତୁର୍ଦ୍ଦଶୀ, ଜାଣନ୍ତୁ ଭଗବାନଙ୍କୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ

ବୈଶାଖ ଶୁକ୍ଳ ପକ୍ଷରେ ପଡୁଥିବା ଚତୁର୍ଦ୍ଦଶୀକୁ ନୃସିଂହ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଆଜିର ଦିନକୁ ନୃସିଂହ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଉଛି। ନୃସିଂହଙ୍କୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ବୋଲି କୁହାଯାଏ। ନୃସିଂହଙ୍କ ଅଧା ରୂପ ସିଂହର ହୋଇଥିବା ବେଳେ ଅଧା ମନୁଷ୍ୟଙ୍କ…