Browsing Tag

national river ganga

ଗଙ୍ଗାକୁ ପ୍ରଦୂଷିତ କରିବା ପଡିବ ମହଙ୍ଗା, ଏବେ ୫୦ କୋଟିର ଜରିମାନା ସହିତ ମିଳିବ ଦଣ୍ଡାଦେଶ

ନୂଆଦିଲ୍ଲୀ : ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ପୁଣି ଏକ କଠୋର ପଦକ୍ଷେପ ନେଇଛନ୍ତି। ଏବେ ଗଙ୍ଗାକୁ ପ୍ରଦୂଷଣ କଲେ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଏହାସହିତ ୫୦ କୋଟି ଟଙ୍କା ଜରିମାନା ଦେବାକୁ ପଡିପାରେ। ‘ ଦ ନ୍ୟାସନାଲ ରିଭର…