Below header
Browsing Tag

natmandap work

ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି, ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ

ପୁରୀ (କେନ୍ୟୁଜ): ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି । ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି କରାଯିବ । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ। ଲଗାଯିବ ୪ଟି ଷ୍ଟେନ୍ ଲେସ ଷ୍ଟିଲ ବିମ । ଆଜିଠାରୁ ୧୯ ତାରିଖ ଯାଏ ଚାଲିବ ନାଟମଣ୍ଡପ ବିମ୍ ମରାମତି କାମ । ଏହି…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି; ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ଆରମ୍ଭ ହେବ କାମ

ପୁରୀ (କେନ୍ୟୁଜ): ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ମରାମତି କାର୍ଯ୍ୟ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ନୀତିକାନ୍ତ ନଥିବା ବେଳେ ଏହି ମରାମତି କାର୍ଯ୍ୟ କରାଯିବ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା…