Below header
Browsing Tag

nayagarah

ଦଣ୍ଡ ଦେଲେ ଭଗବାନ! କାର୍‌ ଚୋରି କରି ନେବା ବେଳେ ଦୁର୍ଘଟଣାରେ ଚାଲିଗଲା ଚୋରର ଜୀବନ

ନୟାଗଡ଼ (କେନ୍ୟୁଜ): ଚୋରକୁ ମହଙ୍ଗା ପଡ଼ିଲା ଗାଡ଼ି ଚୋରି । କାର୍‌ ଚୋରି କରି ନେବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସହର ତ୍ରିନାଥଛକ ଠାରୁ ଗୁରୁବାର ରାତିରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍‌କୁ ଚୋରି କରି ନେଇଥିଲା ଜଣେ ଦୁର୍ବୃତ୍ତ । ତେବେ ଖଣ୍ଡପଡ଼ା- ଭାପୁର…

ସରିଲା ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ ପୋଡି ଯାତ୍ରା

ଓଡିଶାରେ ଥିବା ପ୍ରାଚୀନ ପରମ୍ପରା ଅନ୍ୟ ରାଜ୍ୟ ତୁଳନାରେ ଥାଏ ଖୁବ ନିଆରା । ଏଠାରେ 12 ମାସ ରେ 13 ପର୍ବ ପାଳନ କରିବା ସାଙ୍ଗକୁ ଅନ୍ୟ କିଛି ଵିଶେଷ ପରମ୍ପରା ରହିଛି ଯାହାକି ରାଜ୍ୟ ର କିଛି କିଛି ସ୍ଥାନରେ ପାଳନ କରଯାଏ । ସେହିପରି ଏକ ନିଆରା ପରମ୍ପରା ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ…