ନିଟ୍ ୟୁଜି ୨୦୨୨ର ଆଡମିଟ୍ କାର୍ଡ ଜାରି, ଏହି ଉପାୟରେ ଡାଉନ୍ଲୋଡ୍ କରନ୍ତୁ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା ୨୦୨୨ ର ଆଡମିଟ୍ କାର୍ଡ ଜାରି କରାଯାଇଛି। ଆବେଦନକାରୀ ଅଫିସିଆଲ ୱେବ୍ସାଇଟ୍ (neet.nta.nic.in)କୁ ଯାଇ ପ୍ରବେଶ ପତ୍ର ଡାଉନ୍ଲୋଡ୍ କରିପାରିବେ। ୧୭ ଜୁଲାଇ ୨୦୨୨ରେ ଏହି ପରୀକ୍ଷା ଆୟୋଜିତ ହେବ। ଏହି ପରୀକ୍ଷାକୁ ନ୍ୟାସନାଲ ପରୀକ୍ଷା ଏଜେନ୍ସି ପକ୍ଷରୁ…