ମେଡିକାଲ ସମ୍ମୁଖରେ ହୋହାଲ୍ଲା, ଚିକିତ୍ସା ଅବହେଳାରୁ ନବଜାତର ମୃତ୍ୟୁ ହୋଇଥିବା ଅଭିଯୋଗ
ଅନୁଗୁଳ: ମୋ ଛୁଆ ସକାଳେ ଠିକ୍ ଥିଲା । ସନ୍ଧ୍ୟାବେଳେ ଡାକ୍ତର କହୁଛନ୍ତି ମୋ ଛୁଆ ମରି ଯାଇଛି । ମୋ ଛୁଆ ଏସଏନସିୟୁରେ ୧୬ ନମ୍ବର ବେଡ୍ରେ ଥିଲା, ତାକୁ ୧୨ ନମ୍ବର ବେଡ୍କୁ ଆଣିଛନ୍ତି । ଏହି ବିଷୟରେ ଆମକୁ ଜଣାଇନାହାନ୍ତି । ମୋ ଛୁଆର ମୁଣ୍ଡ ଚେପଟା ନଥିଲା । ଯେଉଁ ଛୁଆ ମରିଯାଇଛି, ତାର…