ଏସସିବିରେ ଅଭାବନୀୟ ଘଟଣା, ମେଡିକାଲ ପରିସରରୁ ନବଜାତ ଶିଶୁକନ୍ୟା ଉଦ୍ଧାର
କଟକ : ଏସସିବିରେ ପରିସରରେ ଘଟିଛି ଅଭାବନୀୟ ଘଟଣା । ମେଡିକାଲ ପରିସରରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଶିଶୁକନ୍ୟା । ନବଜାତକର ଓଜନ ଦେଢ କେଜି ଥିବା ବେଳେ ଏହା ୭ ମାସର ପ୍ରି ମାଚ୍ୟୁଅର ବେବି ବୋଲି ଜଣାପଡ଼ିଛି ।…