Below header
Browsing Tag

Newborn missing

ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା SNCUରୁ ନବଜାତ ନିଖୋଜ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା SNCUରୁ ନବଜାତ ନିଖୋଜ ଅଭିଯୋଗ । ଏନେଇ ଶିଶୁ ପୁତ୍ରର ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କଣ୍ଟାମାଳ ଥାନା ବୁର୍ଡିପଦର ଗାଁର ଝୁମକି ଦଳବେହେରାଙ୍କ ଶିଶୁ ପୁତ୍ର ଚିକିତ୍ସା ପାଇଁ SNCUରେ ଭର୍ତ୍ତି କରାଯାଇଥିଲା । …