Below header
Browsing Tag

NH 55

ସରୁନି ଯନ୍ତ୍ରଣା, ଭରୁନି କ୍ଷତ : ମୃତ୍ୟୁର ପଥ ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ

ଅନୁଗୁଳ (କେନ୍ୟୁଜ୍‌) : ୫୫ ନମ୍ବର ଜାତୀୟ ରାଜପଥ । ଯାହା ଏବେ ମୃତ୍ୟୁର ପଥ ପାଲଟିଛି । ଅନୁଗୁଳର ଲାଇଫଲାଇନ ଭାବେ ପରିଚିତ ଏହି ରାଜପଥ ଏବେ ଡେଥ ଲାଇନରେ ପରିଣତ ହୋଇଛି। ଜାତୀୟ ରାଜପଥର ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ଯୋଗୁଁ ଲୋକଙ୍କ ଜୀବନହାନୀର ପ୍ରମୁଖ କାରଣ। କୋଉଠି ରହିଛି ସମସ୍ୟା? କଣ…

ରେଢ଼ାଖୋଲ ୫୫ ନମ୍ବର ଜାତୀୟ ରାଜପଥରେ ଆଲୌକିକ ଗଛକୁ ନେଇ ଚାଲିଛି ପୂଜାର୍ଚ୍ଚନା

ରେଢ଼ାଖୋଲ : ସମ୍ବଲପୁର-ଅନୁଗୁଳ-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ଚାରିଥାକିଆ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏହି କାମରେ ହଠାତ୍‌ ବାଧା ପହଞ୍ଚିଲା ଯେତେବେଳେ ରାସ୍ତା ଉପରେ ପଡ଼ିଲା ଏକ ପୁରୁଣା ଗଛ । ରାସ୍ତା କାମ କରୁଥିବା ଠିକା କମ୍ପାନୀ ପକ୍ଷରୁ କାମ କରାଯିବା ବେଳେ…

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ, ରାସ୍ତା ଖରାପ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା

ଅନୁଗୁଳ : ବିପଦପୂର୍ଣ୍ଣ ପାଲଟିଛି ଅନୁଗୁଳରୁ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ ଜାତୀୟ ରାଜପଥ । ଟ୍ରାଫିକ ଅବ୍ୟବସ୍ଥା ଓ ବ୍ଲାକ ସ୍ପଟ୍‌ ଗୁଡିକର ଉପଯୁକ୍ତ ପରିଚାଳନା ଅଭାବ ଯୋଗୁଁ ଅନୁଗୁଳ-ମେରାମୁଣ୍ଡଳୀ ଶିଳ୍ପ ସହର ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ଏଠାରେ ବହୁ…