Below header
Browsing Tag

nilachakra

ଏହା କି ସଂକେତ ! ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ (କେନ୍ୟୁଜ ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଅପରାହ୍‌ଣରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଶୁଭ ତ ଆଉ କେହି ଅଶୁଭ କହୁଛନ୍ତି । ବଙ୍ଗୋପସାଗରେ ବାତ୍ୟା ଅମ୍ଫାନ ଉତ୍ତର ଓ…