ଏହା କି ସଂକେତ ! ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ (କେନ୍ୟୁଜ ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଅପରାହ୍‌ଣରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଶୁଭ ତ ଆଉ କେହି ଅଶୁଭ କହୁଛନ୍ତି । ବଙ୍ଗୋପସାଗରେ ବାତ୍ୟା ଅମ୍ଫାନ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପୁରୀରେ ପାଣିପାଗରେ ପରିବର୍ତ୍ତନ ଘଟିଛି । ହାଲ୍‌ଲ୍କା ପବନ ବୋହୁଛି । ପତିତପାବନ ବାନା ଉଡ଼ିଯିବା ନେଇ ଭିନ୍ନ ଆଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.