Browsing Tag

NIT campus

NIT କ୍ୟାମ୍ପସ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି, ସଙ୍ଗରୋଧରେ ରହିବେ ପଜିଟିଭ ଆସିଥିବା ୧୪ ଛାତ୍ରଛାତ୍ରୀ

ରାଉରକେଲା : ରାଉରକେଲା NIT କ୍ୟାମ୍ପସ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି । ନେଗେଟିଭ୍‌ ରିପୋର୍ଟ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୪ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର…