Browsing Tag

nokia 225

ଲଞ୍ଚ ହେଲା ନୋକିଆର ଦୁଇଟି ଶସ୍ତା 4G ଫିଚର ଫୋନ, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

HMD ଗ୍ଲୋବାଲ ଭାରତରେ ଦୁଇଟି ନୂଆ 4G ଫିଚର ନୋକିଆ ୨୧୫ ଏବଂ ନୋକିଆ ୨୨୫ ଲଞ୍ଚ କରିଛି। ନୋକିଆ ୨୧୫ର ମୂଲ୍ୟ ୨,୯୪୯ ଟଙ୍କା ରହିଛି। ଏହା ଅକ୍ଟୋବର ୨୩ ତାରିଖରୁ ଅନଲାଇନ ସେଲରେ ବିକ୍ରି ଆରମ୍ଭ ହେବ। ଏଥିରେ 4G VoLTE, FM ରେଡିଓ ଏବଂ ଇଣ୍ଟରନେଟ୍ ବ୍ରାଉଜିଂ ଇତ୍ୟାଦି ଫିଚର୍ସ ରହିଛି। ଏହା…