Browsing Tag

Nokia 5.4 features

୪୮ ମେଗାପିକ୍ସେଲ କ୍ବାଡ କ୍ଯାମେରା ସେଟଅପ୍ ସହିତ ଲଞ୍ଚ ହେଲା Nokia 5.4, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

Nokia 5 ସିରିଜର ଲାଟେଷ୍ଟ ଏଡିସନ ଭାବେ Nokia 5.4 ଲଞ୍ଚ୍ କରିଛି। ଏହି ନୂଆ ନୋକିଆ ସ୍ମାର୍ଟଫୋନରେ କ୍ବାଡ ରିଅର କ୍ଯାମେରା ଦିଆଯାଇଛି। ଏହି ଫୋନ ସିଙ୍ଗଲ ଚାର୍ଜ କରିବା ପରେ ଦୁଇଦିନର ବ୍ଯାଟେରୀ ବ୍ଯାକଅପ୍ ଦେବ। ଏହି ଫୋର ଦାମ୍ ପାଖାପାଖି ୧୬,୯୦୦ ଟଙ୍କା ରହିଛି। Nokia 5.4 ର ୪…