Browsing Tag

odia choreographer sudhakar majhi

ହଲିଉଡ୍‌ରେ ଓଡ଼ିଆ ପୁଅ, ବଡ଼ ବଡ଼ କଳାକାରଙ୍କୁ ନିଜ ଇସାରାରେ ନଚାଉଛନ୍ତି ବାଲେଶ୍ୱରର ସୁଧାକର ମାଝୀ

ଓଡ଼ିଆ ପୁଅ ଏବେ ହଲିଉଡ୍‌ରେ କରୁଛନ୍ତି ରାଜ୍‌। ବାଲେଶ୍ୱର ଜିଲ୍ଲାର ପଡ଼ାଗାଁର ସୁଧାକର ମାଝୀ ଏବେ ହଲିଉଡ୍‌ର ଜଣେ ନାଁ କରା କୋରିଓଗ୍ରାଫର। ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଜ ଇସାରାରେ ନଚାଉଛନ୍ତି ସୁଧାକର। ପ୍ରାୟ ସବୁ କଳାକାରଙ୍କ ପାଇଁ ସେ କୋରିଓଗ୍ରାଫି କରିସାରିଛନ୍ତି। ୪୪ ବର୍ଷୀୟ…