Below header
Browsing Tag

odiha bjp

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ…

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି ଶୋଭାଯାତ୍ରା ବେଳେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଆଜି ପ୍ରେସମିଟରେ ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି…

ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ବହିଷ୍କାର କର: କାଲିଠାରୁ ସାରା ରାଜ୍ୟରେ ବିଜେପି କରିବ ସତ୍ୟାଗ୍ରହ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ବିଜେଡି ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ସାରା ରାଜ୍ୟରେ ବିଜେପି ପାଟିରେ କଳାପଟି ବାନ୍ଧି ସତ୍ୟାଗ୍ରହ କରିବ ବୋଲି…