Below header
Browsing Tag

odisha fire team

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅଗ୍ନିଶମ ବାହିନୀରେ ସୃଷ୍ଟି ହେବ ୧୪୪ଟି ପଦବୀ, ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

କେନ୍ୟୁଜ୍(ବ୍ୟୁରୋ): ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି…

ଅଗ୍ନିଶମ ବିଭାଗ ପାଇଁ ଲାଗୁ ହେଲା ୟୁନିଫର୍ମ ଭତ୍ତା, ସରକାର ଖର୍ଚ୍ଚ କରିବେ ଅଧିକ ୨ କୋଟି ଟଙ୍କା

କଟକ(କେନ୍ୟୁଜ୍):ରାଜ୍ୟରେ ଅଗ୍ନିଶମ ବିଭାଗ ପାଇଁ ଲାଗୁ ହେଲା ୟୁନିଫର୍ମ ଭତ୍ତା। ଆସିଷ୍ଟାଣ୍ଡ ଫାୟାର ଅଫିସର ଓ ଷ୍ଟେସନ ଅଫିସରଙ୍କ ପାଇଁ ବାର୍ଷିକ ୫୭୦୦ ଟଙ୍କା, ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର, ହାବିଲଦାର ମେଜର, ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭରଙ୍କ ପାଇଁ ବାର୍ଷିକ ୫୮୦୦ ଟଙ୍କା,…

କେରଳରୁ ଫେରିଲା ଓଡ଼ିଶା ଅଗ୍ନିଶମ ଟିମ୍

ଭୁବନେଶ୍ବର (କେନ୍ୟୁଜ୍) : କେରଳରୁ ଫେରିଲା ଓଡ଼ିଶା ଅଗ୍ନିଶମ ଟିମ୍ । ଗତକାଲି ୧୨୨ ଜଣ ଅଗ୍ନିଶମ କର୍ମଚାରୀ ଫେରିଥିବା ବେଳେ ବାକି ୧୨୩ ଜଣ ଆଜି ଫେରିବେ । ଏକ ସ୍ୱତନ୍ତ୍ର ବିମାନରେ ଆସି ୧୨୨ଜଣ ଅଗ୍ନିଶମ କର୍ମଚାରୀ ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଫେରିବା ପରେ ସେମାନଙ୍କୁ ଉଚ୍ଛ୍ୱସିତ…

ସହାୟତାର ହାତ : କେରଳ ଗଲା ଓଡ଼ିଶା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଟିମ୍

ଭୁବନେଶ୍ୱର (କେନ୍ୟୁଜ୍‌) : ସହାୟତା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ କେରଳ ଯାତ୍ରା କରୁଛନ୍ତି । ୨୪୦ ଅଗ୍ନିଶମ କର୍ମଚାରୀଙ୍କ ସହିତ ୭୫ ପାଓ୍ଵାର ବୋଟ୍‌ ଯାଇଛି । ଏହି ଟିମ୍‌ରେ ଅଛନ୍ତି ୨୨୫ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । ଅଗ୍ନିଶମ ବିଭାଗ ପକ୍ଷରୁ ଦକ୍ଷ ଓ…