Below header
Browsing Tag

ODISHA-HARIYANA RANJI MATCH

କିଟ୍ ରଣଜୀ ମ୍ୟାଚ୍ : ହିମାଂଶୁ ରାଣାଙ୍କ ଅପରାଜିତ ଶତକ, ହରିଆଣା ୨୩୯/୩

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ବନାମ ହରିଆଣା ରଣଜୀ ଟ୍ରଫି ମ୍ୟାଚର ଆଜି ହେଉଛି ଦ୍ବିତୀୟ ଦିବସ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ହରିଆଣା ଦଳ ୩ ୱିକେଟରେ ୨୩୯ ରନ୍ କରିଛି । ହିମାଂଶୁ ରାଣା ଅପରାଜିତ ଶତକ ହାସଲ କରିଛନ୍ତି । ତଥାପି ଭ୍ରମଣକାରୀ ଦଳ ଓଡ଼ିଶା…

ହରିଆଣା ସହ ରଣଜୀ ମୁକାବିଲା : ଓଡ଼ିଶା ୩୨୪ ରନରେ ଅଲ୍ଆଉଟ୍

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ହରିଆଣା ସହ ଚାଲିଥିବା ରଣଜୀ କ୍ରିକେଟ୍ ମ୍ୟାଚରେ ଓଡ଼ିଶା ୩୨୪ ରନ୍ କରି ଅଲଆଉଟ୍ ହୋଇଛି। ଆଜି ଦ୍ବିତୀୟ ଦିନରେ କେବଳ ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୭୧ ରନ୍ କରିବାକୁ ସମର୍ଥ ହୋଇଥିଲେ । ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ସ୍ପିନର ଟିନୁ…

ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍ : ପ୍ରଥମ ଦିନରେ ଅନୁରାଗଙ୍କ ଶତକ ହିଁ ଥିଲା ଏକମାତ୍ର ଆକର୍ଷଣ

ଭୁବନେଶ୍ବର (କେନ୍ୟୁଜ୍) : ଅନୁରାଗ ଷଡ଼ଙ୍ଗୀଙ୍କ ପ୍ରଥମ ରଣଜୀ ଶତକ ବଳରେ କିଟ୍ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚରେ ହରିଆଣା ବିପକ୍ଷରେ ଓଡ଼ିଶା କରିଛି ୬ ୱିକେଟରେ ୨୩୦ ରନ୍ । ପ୍ରଥମ ଦିନର ଖେଳ ଶେଷ ବେଳକୁ ଶାନ୍ତନୁ ମିଶ୍ର ୩୦ ରନ୍ ଏବଂ ଦେବବ୍ରତ ପ୍ରଧାନ ୭ କରି ଅପରାଜିତ ଥିଲେ । ଏହି…

କିଟରେ ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍, ଲଞ୍ଚ ସୁଦ୍ଧା ଓଡ଼ିଶା ୧୧୦/୨

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ରଣଜୀ ଟ୍ରଫି ମ୍ୟାଚର ଆଜି ପ୍ରଥମ ଦିବସ ଲଞ୍ଚ ସୁଦ୍ଧା ହରିଆଣା ବିପକ୍ଷରେ ଓଡ଼ିଶା ଦଳ କରିଛି ୨ ୱିକେଟରେ ୧୧୦ ରନ୍ । ଅନୁରାଗ ଷଡ଼ଙ୍ଗୀ ୬୯ ଓ ଶୁଭ୍ରାଂଶୁ ସେନାପତି ୩ ରନ୍ କରି ଅପରାଜିତ ଅଛନ୍ତି । ଗ୍ର ୁପ୍-ସି’ର ଏହି ମ୍ୟାଚରେ…