Below header
Browsing Tag

odisha legislative assembly

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ) : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଷଷ୍ଠ ଅଧିବେଶନ ୪୦ଦିନ ଧରି ଚାଲିବ। ଶନିବାର ଓ ରବିବାରରେ ମଧ୍ୟ କାର୍ଯ୍ୟ କରିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଏହା ପୂର୍ବରୁ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଧାନସଭା…

୨୩ରୁ ବସିପାରେ ରାଜ୍ୟ ବିଧାନସଭା, ଦୁଇ ଦିନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର: ୨୩ରୁ ବସିପାରେ ରାଜ୍ୟ ବିଧାନସଭା । ଅଧିବେଶନ ୨୩ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଚାଲିବ । ୮ ଦିନ ଧରି ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଏଥିପାଇଁ ସଦସ୍ୟମାନଙ୍କ ଠାରୁ ଅଣତାରକା ପ୍ରଶ୍ନ ଲୋଡାଯାଇଛି । ସଂସଦରେ ଯେପରି ପ୍ରଶ୍ନକାଳ ବାତିଲ ନେଇ ନିଷ୍ପତି ହୋଇଛି, ସେହିପରି…

ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍

ଭୁବନେଶ୍ବର: ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍‌। ପଜିଟିଭ୍‌ ଚିହ୍ନଟ ପରେ ବିଧାନସଭା ବନ୍ଦ ନେଇ ବାଚସ୍ପତି ଘୋଷଣା କରିଛନ୍ତି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ ରଖାଯିବ। ଏହି ସମୟରେ ବିଧାନସଭା ପରିସରକୁ ସାନିଟଇଜ୍‌ କରାଯିବ। ପଜିଟିଭ୍‌ ଚିହ୍ନଟ ୫ କର୍ମଚାରୀ ହୋମ୍‌…