ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍

ଭୁବନେଶ୍ବର: ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍‌। ପଜିଟିଭ୍‌ ଚିହ୍ନଟ ପରେ ବିଧାନସଭା ବନ୍ଦ ନେଇ ବାଚସ୍ପତି ଘୋଷଣା କରିଛନ୍ତି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ ରଖାଯିବ। ଏହି ସମୟରେ ବିଧାନସଭା ପରିସରକୁ ସାନିଟଇଜ୍‌ କରାଯିବ। ପଜିଟିଭ୍‌ ଚିହ୍ନଟ ୫ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସ୍ୱାବ ଟେଷ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.