Browsing Tag

odisha nivas jagannath

ଦିଲ୍ଲୀ ଚାଣକ୍ୟପୁରୀ ଓଡ଼ିଶା ନିବାସ ଜଗନ୍ନାଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ନିବାସରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି ବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦିଲ୍ଲୀରେ ସର୍ବ ପୁରାତନ ମୂର୍ତ୍ତି ମଧ୍ୟରେ ଏହା ଅନ୍ୟତମ । ଭୁବନେଶ୍ୱରରୁ କଳାକାରମାନେ ଦିଲ୍ଲୀ ଆସି ତିନି…