Browsing Tag

Odisha ranji team wins against goa

ରଣଜୀ ଲଢ଼େଇରେ ଓଡ଼ିଶାର ବିଶାଳ ବିଜୟ, ଗୋଆକୁ ୨୭୬ ରନ୍‌ରେ ହରାଇଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ରଣଜୀ ସିଜିନ୍‌ରେ ଓଡ଼ିଶାର ସବୁଠାରୁ ବଡ଼ ବିଜୟ । ୨୭୬ ରନ୍‌ର ବିଶାଳ ବ୍ୟବଧାନରେ ଆଜି ଗୋଆକୁ ହରାଇଛି । ୩୭୭ ରନ୍‌ର ପିଛା କରୁଥିବା ଗୋଆ ଦଳ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୧୧ ରନ୍‌ କରି ପାରିଛି । ରାଜେଶ ମହାନ୍ତି ୫ଟି ଏବଂ ବସନ୍ତ ମହାନ୍ତି ୪ଟି ଓ୍ଵିକେଟ୍‌…