Below header
Browsing Tag

odisha secretariat garden open

ଆଜିଠୁ ଦୁଇଦିନ ସର୍ବସାଧାରଣଙ୍କ ପାଇଁ ଖୋଲିବ ସଚିବାଳୟ ଉଦ୍ୟାନ

ଭୁବନେଶ୍ବର(କେନ୍ୟୁଜ୍) : ଆଜିଠୁ ଦୁଇଦିନ ସର୍ବସାଧାରଣଙ୍କ ପାଇଁ ଖୋଲିବ ସଚିବାଳୟ ଉଦ୍ୟାନ। ଜାନୁଆରି ୨୬ ଓ ୨୭ତାରିଖ ସଚିବାଳୟ ଉଦ୍ୟାନ ଖୋଲା ରହିବ। ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଦୁଇ ଦିନ ସଚିବାଳୟ ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ…