ଆଜିଠୁ ଦୁଇଦିନ ସର୍ବସାଧାରଣଙ୍କ ପାଇଁ ଖୋଲିବ ସଚିବାଳୟ ଉଦ୍ୟାନ

ଭୁବନେଶ୍ବର(କେନ୍ୟୁଜ୍) : ଆଜିଠୁ ଦୁଇଦିନ ସର୍ବସାଧାରଣଙ୍କ ପାଇଁ ଖୋଲିବ ସଚିବାଳୟ ଉଦ୍ୟାନ। ଜାନୁଆରି ୨୬ ଓ ୨୭ତାରିଖ ସଚିବାଳୟ ଉଦ୍ୟାନ ଖୋଲା ରହିବ। ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଦୁଇ ଦିନ ସଚିବାଳୟ ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.