ସେପ୍ଟେମ୍ବର ୩୦ ପରେ ଗ୍ରହଣୀୟ ହେବ ନାହିଁ ଅଫ୍ଲାଇନ୍ରେ ପଲ୍ୟୁସନ୍ ସାର୍ଟିଫିକେଟ୍, କେବଳ ଅନଲାଇନ ହେବ ଆବେଦନ
ଭୁବନେଶ୍ବର(କେନ୍ୟୁଜ୍): ସେପ୍ଟେମ୍ବର ୩୦ ପରେ ଆଉ ଗ୍ରହଣୀୟ ହେବ ନାହିଁ ଅଫ୍ଲାଇନ୍ରେ ପଲ୍ୟୁସନ୍ ସାର୍ଟିଫିକେଟ୍। ଅକ୍ଟୋବର ୧ ତାରିଖରୁ ଅନ୍ଲାଇନରେ PUC ସାର୍ଟିଫିକେଟ ବାଧ୍ୟତାମୂଳକ ହୋଇଛି। ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା। ଅର୍ଥାତ ବିନା ବାହାନରେ ଜାରି ହୋଇଥିବା PUC ଆଉ…