ଚାକିରିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଓଏଫ୍ଏସ୍ ଅଫିସରଙ୍କ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ୍
ବଲାଙ୍ଗିର: ଚାକିରିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଓଏଫ୍ଏସ୍ ଅଫିସରଙ୍କ ଆତ୍ମହତ୍ୟା । ଅଫିସର ଜଣଙ୍କ ଟିଟିଲାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର। ସେ ଆଜି ଓଏଫ୍ଏସ୍ ବା ଓଡ଼ିଶା ଫାଇନାନ୍ସ ସର୍ଭିସ୍ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଥାନ୍ତେ । କିନ୍ତୁ ସେ ଗତକାଲି ଆତ୍ମହତ୍ୟା କରିଛନ୍ତି ।…