ବର୍ଷା ଦିନ ପାଇଁ ବେଷ୍ଟ ଡ୍ରିଙ୍କ, ସଂକ୍ରମଣ ଠାରୁ ଦୂରେଇ ରଖିବ
ବର୍ତ୍ତମାନ ବର୍ଷା ଋତୁ ଆସି ସାରିଛି। ଯାହା ପାଇଁ ସଂକ୍ରମଣ ମଧ୍ୟ ଏହି ଦିନରେ ଅଧିକ ବଢ଼ିବାରେ ସମ୍ଭାବନା ରହିଛି। ପୁଣି ଥଣ୍ଡା ଜ୍ବର ମଧ୍ୟ ପ୍ରାୟ ଲୋକଙ୍କୁ ହୋଇଥାଏ। ଏହା ପରେ କରୋନା ମଧ୍ଯ ଦିନକୁ ଦିନ ବୃଦ୍ଧି ପାଉଥିବା ଜଣା ଯାଉଛି। ତେଣୁ ସମସ୍ତଙ୍କୁ ଏଥି ପ୍ରତି ସତର୍କ ରହିବାକୁ ପଡିବ।…