ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ପାଇଁ ସର୍ବୋତ୍ତମ ଏହି ଫେସପ୍ୟାକ୍, ଏମିତି କରନ୍ତୁ ବ୍ୟବହାର
ସୁନ୍ଦର ଓ ଉଜ୍ୱଳ ତ୍ୱଚା ସମସ୍ତଙ୍କର ପସନ୍ଦ। ଏଥିପାଇଁ ଯୁବତୀ ଆଜିକାଲି ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତ। କିନ୍ତୁ ଏହିସବୁ କ୍ରିମରେ ଥିବା କେମିକାଲ୍ସ ତ୍ୱଚାକୁ ସୁନ୍ଦର କରିବା ପରିବର୍ତ୍ତେ ଖରାପ କରିଦିଏ। ତେବେ ବହୁ ପ୍ରାକୃତିକ ଦ୍ରବ୍ୟ ରହିଛି,…