Browsing Tag

OSAP jawan critically burnt

ଶୋଇଥିବାବେଳେ ମଶା ଧୂପରୁ ନିଆଁ ଲାଗି ୩ OSAP ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ୩ ଯବାନ ଗୁରୁତର। ଏମାନେ OSAP ୫ମ ବାଟାଲିଅନର ୩ ଯବାନ । ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଡ୍ୟୁଟି ସାରି ଶୋଇଥିବାବେଳେ ରାତିରେ ନିଆଁ ଲାଗିଯାଇଥିଲା। ମଶା ଧୂପରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଗୁରୁତର ଯବାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…