Below header

ଶୋଇଥିବାବେଳେ ମଶା ଧୂପରୁ ନିଆଁ ଲାଗି ୩ OSAP ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ୩ ଯବାନ ଗୁରୁତର। ଏମାନେ OSAP ୫ମ ବାଟାଲିଅନର ୩ ଯବାନ । ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଡ୍ୟୁଟି ସାରି ଶୋଇଥିବାବେଳେ ରାତିରେ ନିଆଁ ଲାଗିଯାଇଥିଲା।

ମଶା ଧୂପରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଗୁରୁତର ଯବାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.