Below header
Browsing Tag

pakistan plane crash

ପାକିସ୍ତାନ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ, ଦେଖନ୍ତୁ ଦୁର୍ଘଟଣା ବେଳର ସେହି ଶେଷ ଭିଡିଓ

ଗତକାଲି ଅପରାହ୍ନ ୨.୪୫ରେ କରାଚି ବିମାନ ବନ୍ଦର ନିକଟରେ ଘଟିଥିଲା ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ୯୭ ଜଣଙ୍କର ମୃତ୍ୟୁ ଘଟିଛି । ବିମାନଟି ଠିକ୍ ଲ୍ୟାଣ୍ଡ କରିବା ପୂର୍ବରୁ ଇଞ୍ଜିନ ଅକାମୀ ହୋଇଯିବା ଯୋଗୁଁ ବିମାନ ମନ୍ଦର ନିକଟ ଜନବସତି ଉପରେ ଖସିପଡ଼ିଲା । ବିମାନଟିରେ ନିଆଁ ଲାଗି ଖଣ୍ଡ…

ପାକିସ୍ତାନ ବିମାନ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଯାତ୍ରୀ ବଖାଣିଲେ ନିଜ ଲୋମ ଟାଙ୍କୁରା ଅନୁଭୂତି, ନିଜକୁ ବଞ୍ଚାଇବାକୁ…

ପାକିସ୍ତାନର କରାଚୀ ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି । ପାକିସ୍ତାନ ଇନ୍ଟରନ୍ୟାସନାଲ ଏୟାରଲାଇନ୍ସ ଏୟାରବେଶ ଜେଟ A 320, ୯୯ ଜଣଙ୍କୁ ନେଇ ଶୁକ୍ରବାର ଅପରାହ୍ନରେ ବିମାନ ବନ୍ଦରରେ ଓଲ୍ହାଇବାକୁ ଚେଷ୍ଟା କରୁଥିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଥିଲା । ବିମାନରେ ମୋଟ…