Browsing Tag

Pakistan tomato

ଟମାଟୋର ମହଙ୍ଗା ମାଡରେ ପାକିସ୍ତାନର ମୁହଁ ଲାଲ୍, କିଲୋ ପ୍ରତି ଦର ୩୦୦ ଟଙ୍କା

ପାକିସ୍ତାନକୁ ମହଙ୍ଗା ପଡ଼ିଲା ଭାରତ ସହ ଶତ୍ରୁତା । ପାକିସ୍ତାନରେ ଏବେ ଟମାଟୋ କିଲୋ ପ୍ରତି ଦର ୩୦୦ ଟଙ୍କା ହୋଇଛି । ଟମାଟୋର ମହଙ୍ଗା ମାଡରେ ପାକରେ ମୁହଁ ଲାଲ୍ ପଡ଼ିଛି । ଧାରା ୩୭୦ ଉଚ୍ଛେଦ ପରେ ଭାରତ ସହ କାରବାର ବନ୍ଦ କରିଛି ପଡୋଶୀ ପାକ୍ । ଏହା ଦ୍ୱାରା ଭାରତକୁ ଉଭୟ ଆର୍ଥିକ ଏବଂ ମାନସିକ…